Home Oriya Odia Dictionary

Download Oriya Odia Dictionary APP

Sandbank Oriya Odia Meaning

ବାଲି, ବାଲିଭୁଇଁ, ବାଲୁକା

Definition

ଯେଉଁଥିରେ ବା ଯେଉଁଠି ବାଲି ଥାଏ
ପଥରର ଅତି କ୍ଷୁଦ୍ର ଅଂଶ ଯାହା କାଳକ୍ରମେ ବର୍ଷା ଜଳଦ୍ୱାରା ଭାସିଆସି ନଦୀ କୂଳରେ ଜମାହୋଇଥାଏ କିମ୍ବା ଅନୁର୍ବର ଜମି ବା ମରୁଭୂମିରେ ମିଳେ
କୌଣସି ଧାତୁ ଆଦି ଉପରେ ଯେଉଁ ଉପକରଣକୁ ଘଷିଲେ ତାହାର ସୂକ୍ଷ୍ମ

Example

ଆମେ ବାଲିଆ ରାସ୍ତା ଦେଇ ଆସିଲୁ
ମରୁଭୂମିରେ ବଡ଼ବଡ଼ ବାଲୁକା ସ୍ତୁପ ଦେଖିବାକୁ ମିଳେ
ସେ ପରଶୁକୁ ଉହାରେ ଘଷୁଥିଲା
ପିଲାମାନେ ବାଲିଆ ଜମିରେ ଖେଳୁଛନ୍ତି