Home Oriya Odia Dictionary

Download Oriya Odia Dictionary APP

Sandhi Oriya Odia Meaning

ସନ୍ଧି, ସମୀକରଣ, ସଂଯୋଗ

Definition

ରାଜ୍ୟ, ଦଳଆଦିମାନଙ୍କ ମଧ୍ୟରେ ହେଉଥିବା ଯେଉଁ ନିଶ୍ଚିତ ନିର୍ଣ୍ଣୟ ଯେଉଁଥିରେ ନିଜ ନିଜ ମଧ୍ୟରେ ନ ଲଢ଼ିବା, ମିତ୍ରତାପୂର୍ବକ ରହିବା ଏବଂ ବିଭିନ୍ନ ଜାଗାରେ ନିର୍ଦ୍ଦିଷ୍ଟ ପ୍ରକାର ବ୍ୟବହାର କରିବା
ଶରୀର ଯେଉଁ ଗଣ୍ଠି ବା ଜୋଡ଼ରେ

Example

ଦୁଇ ଦେଶ ମଧ୍ୟରେ ସଂଧି ହୋଇଅଛି ଯେ ଜଣେ ଅନ୍ୟର ବ୍ୟକ୍ତିଗତ ଘଟଣାରେ ହସ୍ତକ୍ଷେପ କରିବ ନାହିଁ
ମୋର ଆଙ୍ଗୁଳି ଗଣ୍ଠିରେ କଷ୍ଟ ହେଉଛି
ରମା ଏବଂ ଈଶରେ ସନ୍ଧି ଯୋଗୁଁ ରମେଶ ହୁଏ
ମହାଜନଙ୍କ ଘରେ ସିନ୍ଧି କରି