Home Oriya Odia Dictionary

Download Oriya Odia Dictionary APP

Sanskrit Oriya Odia Meaning

ଦେବଭାଷା, ସଂସ୍କୃତ, ସଂସ୍କୃତ ଭାଷା

Definition

ଯାହାର ପରିଷ୍କରଣ ହୋଇଛି ବା କରାଯାଇଛି
ଭାରତୀୟ ଆର୍ଯ୍ୟମାନଙ୍କ ପ୍ରାଚୀନ ସାହିତ୍ୟିକ ଭାଷା ଯେଉଁଥିରେ ବେଦ୍‌ଆଦି ଲେଖା ଯାଇଛି
ସଂସ୍କୃତର ବା ସଂସ୍କୃତ ଭାଷା ସମ୍ବନ୍ଧିତ
ଯାହାର ଉପନୟନ ସଂସ୍କାର ହୋଇଛି

Example

ସାହିତ୍ୟରେ ପରିଷ୍କୃତ ଭାଷାର ପ୍ରୟୋଗ କରାଯିବା ଆବଶ୍ୟକ
ସଂସ୍କୃତକୁ ଦେବଭାଷା କୁହାଯାଏ
ରଞ୍ଜନ ସଂସ୍କୃତ ସାହିତ୍ୟର ଅଧ୍ୟୟନ କରୁଅଛି
ଗୁରୁକୁଳରେ ସଂସ୍କାରିତ ଛାତ୍ରମାନଙ୍କୁ ଶିକ୍ଷା ଦିଆଯାଏ