Home Oriya Odia Dictionary

Download Oriya Odia Dictionary APP

Sapphire Oriya Odia Meaning

ଆକାଶିଆ, ଆକାଶିଆ ରଙ୍ଗ, ଇନ୍ଦ୍ରନୀଳମଣି, ନୀଳମଣି

Definition

ଯେଉଁ ରଙ୍ଗ ଆକଶ ବା ନୀଳ ରଙ୍ଗ ପରି
ନବରତ୍ନ ମଧ୍ୟରେ ଗଣାଯାଉଥିବା ନୀଳ ରଙ୍ଗର ଏକ ରତ୍ନ
ନୀଳ ରଙ୍ଗର
ନୀଲମ ଆମ୍ବର ଗଛ

Example

ଚିତ୍ରକର ପ୍ରକୃତିର ଚିତ୍ର କଲାବେଳେ ଆକଶକୁ ନୀଳ ରଙ୍ଗରେ ରଙ୍ଗାଇବାକୁ ଭୁଲିଗଲା
ସେ ନୀଳମଣି ଜଡ଼ିତ ମୁଦି ପିନ୍ଧିଥିଲେ
ପିଲାଟି ନୀଲମ ଆମ୍ବର ଟାକୁଆକୁ ଚୁଚୁମୁଛି
ଏହି ବଗିଚାରେ ସାତଟି ନୀଲମ ଆମ୍ବ ଗଛ,ଦୁଇଟି ଦଶହରୀ ତଥା ଅବଶିଷ୍ଟ ବାଦାମୀ ଆମ୍ବ ଗଛ ଅଛି