Home Oriya Odia Dictionary

Download Oriya Odia Dictionary APP

Satellite Oriya Odia Meaning

ଉପଗ୍ରହ, କୃତିମ ଉପଗ୍ରହ, ସାଟେଲାଇଟ୍

Definition

କୌଣସି ଗ୍ରହକୁ ପରିକ୍ରମା କରିଥିବା ଆକାଶମଣ୍ଡଳର ପିଣ୍ଡ
ମାନବ ଦ୍ୱାରା ନିର୍ମାଣ କରାଯାଇଥିବା ଉପଗ୍ରହ

Example

ଭାରତ ଦ୍ୱାରା ମଧ୍ୟ କେତୋଟି କୃତିମ ଉପଗ୍ରହ ଅନ୍ତରୀକ୍ଷକୁ ପଠାଗଲାଣି / କୃତିମ ଉପଗ୍ରହ ପୃଥିବୀ ବା ଚନ୍ଦ୍ରର ଚାରିପଟେ ଘୁରିବୁଲୁଛି