Home Oriya Odia Dictionary

Download Oriya Odia Dictionary APP

Satiety Oriya Odia Meaning

ଇଚ୍ଛାପୂର୍ଣ୍ଣତା, କାମନାପୂର୍ଣ୍ଣତା, ମନୋରଥପୂର୍ଣ୍ଣତା

Definition

ତୃପ୍ତ ହୋଇଯିବାର ଅବସ୍ଥା ବା ଭାବ
ଅଧିକ ହେବାର ଅବସ୍ଥା ବା ଭାବ
ପେଟଭରି ଖାଇବାର ଅବସ୍ଥା

Example

ଜ୍ଞାନ ପାଇଲାପରେ ବୁଦ୍ଧଙ୍କର ତୃପ୍ତି ଆସିଲା
ଧନର ଆଧିକ୍ୟରୁ ସେ ଗର୍ବୀ ହୋଇଗଲା
ଆଜି ଭିକାରୀଟିର ମୁହଁରେ ତୃପ୍ତି ଝଲକୁଥିଲା