Home Oriya Odia Dictionary

Download Oriya Odia Dictionary APP

Satisfaction Oriya Odia Meaning

ଆନନ୍ଦଦାନ, ତୁଷ୍ଟିସାଧନ, ସନ୍ତୁଷ୍ଟି, ସନ୍ତୋଷ, ସୁଖ

Definition

କୌଣସି ଅସ୍ପଷ୍ଟ କଥାକୁ ସ୍ପଷ୍ଟ କରିବା କ୍ରିୟା ଯାହାଦ୍ୱାରା ଅନ୍ୟମାନଙ୍କର ଭ୍ରମ ଦୂର ହୋଇପାରିବ
ତୃପ୍ତ ହୋଇଯିବାର ଅବସ୍ଥା ବା ଭାବ
ମନର ଏହି ଅବସ୍ଥା ଯାହା କାରଣରୁ ଆମେ ସଦାବେଳେ

Example

ଜ୍ଞାନ ପାଇଲାପରେ ବୁଦ୍ଧଙ୍କର ତୃପ୍ତି ଆସିଲା
ସନ୍ତୋଷ ମଣିଷକୁ ସୁଖ ଓ ଶାନ୍ତି ପ୍ରଦାନ କରେ
ମୋ କାମ ଆପଣଂକୁ ସନ୍ତୋଷ ଦେଲା କି ନାହିଁ