Home Oriya Odia Dictionary

Download Oriya Odia Dictionary APP

Saunter Oriya Odia Meaning

ଧୀର ଗତିରେ ବୁଲିବା, ବିଚରଣ

Definition

ମନକୁ ଖୁସି କରିବା କିମ୍ବା ଅନ୍ୟ କୌଣସି କାରଣରୁ ପର୍ଯ୍ୟଟନ ସ୍ଥଳ ଇତ୍ୟାଦିରେ ବୁଲାବୁଲି କରିବାର କ୍ରିୟା
ଆରାମରେ ଧୀରେଧୀରେ ଟହଲିବା ବା ବୁଲିବାଚାଲିବା କ୍ରିୟା
ବ୍ୟାୟାମ ବା ଆନନ୍ଦପାଇଁ ହେଉଥିବା ଗୋଟିଏ ଲମ୍ବା ପଦଯ

Example

ଏହି ପର୍ଯ୍ୟଟନ ଦଳ ପୂରା ଭାରତ ପରିଭ୍ରମଣ କରି ଫେରୁଛନ୍ତି
ସେ ଟହଲ ମାରିବାବେଳେ କିଛି ଚିନ୍ତା କରୁଥିଲା
ଆପଣ ବସନ୍ତୁ, ମୁଁ କିଛିଟା ପଦଚାରଣ କରି ବୁଲିଆସେ