Home Oriya Odia Dictionary

Download Oriya Odia Dictionary APP

Savant Oriya Odia Meaning

ଜ୍ଞାନୀ, ପଣ୍ଡିତ, ବିଦ୍ବାନ

Definition

ହିନ୍ଦୁମାନଙ୍କର ଚାରିବର୍ଣ୍ଣ ମଧ୍ୟରୁ ପ୍ରଥମ ବର୍ଣ୍ଣର ମନୁଷ୍ୟ
ଯେ ବହୁତ ବେଶି ପାଠ ପଢ଼ିଛି
ଯାହାର କୌଣସି ବିଷୟରେ ଭଲ ଜ୍ଞାନ ରହିଛି

Example

ଆଜିର ସଭାରେ କେହିଜଣେ ବିଦ୍ୱାନ‌ ବ୍ୟକ୍ତି ଭାଷଣ ଦେଇଥିଲେ
ଭାରତ ପ୍ରଥମରୁ ହିଁ ବିଦ୍ୱାନମାନଙ୍କ ଦେଶ