Home Oriya Odia Dictionary

Download Oriya Odia Dictionary APP

Save Oriya Odia Meaning

ଉଦ୍ଧାର କରିବା, ଉଦ୍ଧାର ପାଇବା, ନିସ୍ତାର ପାଇବା, ବଞ୍ଚାଇବା, ମୁକ୍ତ କରିବା, ମୁକ୍ତି ପାଇବା, ରଖିବା

Definition

ବିପତ୍ତି ବା କଷ୍ଟ ଆଦିରେ ପଡ଼ିବାକୁ ନଦେବା
କାମରେ ଆସିବା ବା ଖର୍ଚ୍ଚ ହେବାରୁ ରୋକିବା
ଦୂରେଇ ବା ଅଲଗା ରଖିବା
ଖରାପ ହେବାକୁ ନଦେବା
ସୀମାଲଂଘନ,ଶିକାର କରିବା,ମାଛ ଆଦି ମାରିବାରୁ ଦୂର ରଖିବା ବା ବ୍ୟବହାର କରିବାକୁ ନ ଦେବା

Example

ଚୌକିଦାର ଚୋର ଦାଉରୁ ଗାଁକୁ ବଞ୍ଚାଇଲା
ମନୋହର କଞ୍ଜୁଷି ଯୋଗୁଁ ବହୁତ ଟଙ୍କା ବଞ୍ଚାଇଲା
କୀଟନାଶକ ଔଷଧକୁ ପିଲାମାନଙ୍କ ପାଖରୁ ଦୂରେଇ ରଖିବା ଦରକାର
ଆଚାର ତେଲରେ ବୁଡ଼େଇକି ରଖିଲେ ଅନେକ ଦିନ