Home Oriya Odia Dictionary

Download Oriya Odia Dictionary APP

Saving Oriya Odia Meaning

ଉଦ୍ଧାର, ତାରଣ, ନିସ୍ତାର, ମୁକ୍ତି, ରକ୍ଷା, ସଂଚୟ

Definition

ବଞ୍ଚାଇବାର କ୍ରିୟା ବା ଭାବ
ବିପତ୍ତି, ଆକ୍ରମଣ, ହାନି, ଓ ସର୍ବନାଶରୁ ବଞ୍ଚେଇବା ପ୍ରକ୍ରିୟା
ବଞ୍ଚିବା କ୍ରିୟା

Example

ସେ ପଇସା ସଂଚୟ କରି ନିଜର ଭବିଷ୍ୟତ ସଜାଡ଼ିବାକୁ ଚାହୁଁଛି
ବିପଦରେ ସେ ନିଜର ରକ୍ଷାପାଇଁ ଭଗବାନଙ୍କୁ ପ୍ରାର୍ଥନା କଲା
ପରିଚ୍ଛନ୍ନତାଦ୍ୱାରା କେତେକ ରୋଗଠାରୁ ସୁରକ୍ଷା ସମ୍ଭବ