Home Oriya Odia Dictionary

Download Oriya Odia Dictionary APP

Savor Oriya Odia Meaning

ଆନନ୍ଦ ନେବା, ଚୁଚୁମିବା, ମଜା ନେବା, ସନ୍ତୁଷ୍ଟ ହେବା, ସନ୍ତୋଷଲାଭ କରିବା, ସୁଖଲାଭ କରିବା, ସ୍ୱାଦ

Definition

କୌଣସି ବିଷୟରେ ଥିବା ରୁଚି ବା ସେଥିରୁ ମିଳୁ ଥିବା ସୁଖ
ଖାଦ୍ୟ ଜିନିଷ ପାଟିରେ ରଖିଲେ ଜିଭ ଦ୍ୱାରା ହେଉଥିବା ଅନୁଭବ

Example

ଭକ୍ତ ଭଗବାନଙ୍କ କୀର୍ତ୍ତନର ଆନନ୍ଦ ନେଉଛନ୍ତି