Home Oriya Odia Dictionary

Download Oriya Odia Dictionary APP

Say Oriya Odia Meaning

ଆଜ୍ଞା କରିବା, ଆଜ୍ଞା ଦେବା, ଆଦେଶ ଦେବା, କହିବା

Definition

କିଛି କହିବା କ୍ରିୟା
(ବଡ଼ର ଛୋଟକୁ) ଅମୁକ କାର୍ଯ୍ୟ ଏଭଳି ହେବା ଆବଶ୍ୟକ ବୋଲି ବତାଇବା କ୍ରିୟା
ମୁହଁରେ ବ୍ୟକ୍ତ ଏବଂ ସ୍ପଷ୍ଟ ଧ୍ୱନି ବାହାରିବା
କିଛି

Example

ସେନାଅଧିକାରୀଙ୍କ କଥାଶୁଣି ସୈନିକ ନିଜ କାର୍ଯ୍ୟରେ ଯୋଗଦେଲେ
ବଡ଼ମାନଙ୍କ ଆଜ୍ଞା ପାଳନ କରିବା ଆବଶ୍ୟକ
ସେ ଶିକ୍ଷକଙ୍କ ନିର୍ଦ୍ଦେଶ ଅନୁସାରେ କାମ କରି ସଫଳ ହେଲା
ସୀମା ‘ଡ’ କୁ ‘ର’ କହେ
ଗୁରୁ ତୁମକୁ ଘରକୁ ଯିବାପାଇଁ କହିଛନ୍ତି / ସେ ନିଜେ କିଛି କରେ ନାହିଁ