Scare Oriya Odia Meaning
ଆତଙ୍କ, ଡରାଇବା, ଡରେଇବା, ଭୟ ସୃଷ୍ଟି କରିବା, ଭୟଭୀତ କରିବା, ଭୟଭୀତକରାଇବା, ଭୟାତୁର କରାଇବା, ହଇଚଇ
Definition
ଅନିଷ୍ଟ ସମ୍ଭାବନାରୁ ମନରେ ହେଉଥିବା କଳ୍ପନା
ବହୁତ କଠୋର ବ୍ୟବହାର, ଅତ୍ୟାଚାର, ପ୍ରକୋପଆଦି କାରଣରୁ ଲୋକଙ୍କ ମନରେ ଉତ୍ପନ୍ନ ହେଉଥିବା ଭୟ
ବିପତ୍ତି ବା ଅନିଷ୍ଟ ଆଶଙ୍କାରେ ମନରେ ଉତ୍ପନ୍ନ ହେଉଥିବା ବିକାର ବା ଭାବ
କାହା ମନରେ ଡର ଉତ୍ପନ୍ନ କରିବା
ସଙ୍କଟର ଉଦେଶ୍ୟ ବା କାରଣ
Example
କୌଣସି ଦୁର୍ଘଟଣା ହେବ ବୋଲି ତାଙ୍କର ଆଶଙ୍କା ଥିଲା
କାଶ୍ମୀରରେ ଉଗ୍ରବାଦୀମାନଙ୍କର ଆତଙ୍କ ବ୍ୟାପ୍ତ ହୋଇଛି
ଗୁଜୁରାଟର ସାମ୍ପ୍ରଦାୟିକ ଦଙ୍ଗା ଲୋକଙ୍କ ମନରେ ଭୟ ସଂଚାର କଲା
ଏହି ମାଙ୍କଡ଼ ସମସ୍ତଙ୍କୁ ଡରଉଛି
Moonshine in Oriya OdiaTo A Higher Place in Oriya OdiaArachis Hypogaea in Oriya OdiaAntiseptic in Oriya OdiaHomeless in Oriya OdiaZimbabwean in Oriya OdiaHurt in Oriya OdiaFrizz in Oriya OdiaWeed in Oriya OdiaLead Astray in Oriya OdiaAlloy in Oriya OdiaBrush in Oriya OdiaEasiness in Oriya OdiaSlovak in Oriya OdiaWaterbird in Oriya OdiaReceptor in Oriya OdiaMexican in Oriya OdiaCopperplate Engraving in Oriya OdiaQuarterly in Oriya OdiaPity in Oriya Odia