Home Oriya Odia Dictionary

Download Oriya Odia Dictionary APP

Schoolmistress Oriya Odia Meaning

ଅଧ୍ୟାପିକା, ଆଚାର୍ଯ୍ୟା, ଶିକ୍ଷିକା

Definition

ବିଦ୍ୟା ବା କଳା ଶିଖାଉଥିବା ମହିଳା
ବିଦ୍ୟାଳୟରେ ଛାତ୍ରମାନଙ୍କୁ ପଢ଼ାଉଥିବା ମହିଳା ବା ଅଧ୍ୟାପିକା

Example

ମାଆ ଆମର ପ୍ରଥମ ଶିକ୍ଷିକା
ଏହି ବିଦ୍ୟାଳୟରେ ଦୁଇଜଣ ଅଧ୍ୟାପିକା ପଢ଼ାନ୍ତି