Home Oriya Odia Dictionary

Download Oriya Odia Dictionary APP

Scorpion Oriya Odia Meaning

କଙ୍କଡା ବିଛା, ବିଚ୍ଛା, ବିଚ୍ଛାରାଶି, ବିଛା, ବୃଶ୍ଚିକ, ବୃଶ୍ଚିକରାଶି

Definition

ନାହୁଡ଼ ଥିବା ଏକ ବିଷାକ୍ତ ଛୋଟ ସରୀସୃପ
ଏକ ପ୍ରକାରର ବିଷାକ୍ତ ଘାସ, ଯାହାର ସ୍ପର୍ଶରେ ବିଛା କାମୁଡିଲା ଭଳି ଜଳାପୋଡ଼ା ହୋଇଥାଏ

Example

ତାକୁ ବିଛା ନାହୁଡ଼ ମାରିଦେଲା
ତାକୁ ବିଛା ଦଂଶନ କଲା
ଏଠାରେ ବିଛୁଆତି ଘାସ ଗଜା ମାରୁଛି