Home Oriya Odia Dictionary

Download Oriya Odia Dictionary APP

Scoundrel Oriya Odia Meaning

ଖଳ, ଦୁରାତ୍ମା, ଦୁର୍ଜନ, ଦୁଷ୍ଟ, ଦ୍ଷ୍ଟାତ୍ମା, ପାଜୀ, ଶଠ, ହରାମି, ହାରାମଜାଦା

Definition

ଯିଏ ଦୁଷ୍ଟ ବା ଦୁଷ୍ଟପରି କାମ ବା ବ୍ୟବହାର କରେ
ନୀଚ ଓ ପାଜି
ଅକାରଣରେ ଲୋକଙ୍କ ସହିତ ଲଢ଼ୁଥିବା ବା ମାରପିଟ କରୁଥିବା ଲୋକ
ଯେ ଉପଦ୍ରବ କରେ

Example

ଦୁଷ୍ଟ ବ୍ୟକ୍ତି ସବୁବେଳେ ଅନ୍ୟର ଖରାପ ଚାହେଁ
ସେ ଏକ ନମ୍ବରର ଲଫଙ୍ଗା
ସେ ଜଣେ ଉପଦ୍ରବୀ ବ୍ୟକ୍ତି
ଦୁଷ୍ଟ ପିଲାମାନେ ଲୋକମାନଙ୍କୁ ବହୁତ ହଇରାଣ କରନ୍ତି