Home Oriya Odia Dictionary

Download Oriya Odia Dictionary APP

Scour Oriya Odia Meaning

ମାଜ କରିବା, ମାଜିବା

Definition

ଦୋଷ ବା ତ୍ରୁଟିଗୁଡ଼ିକୁ ଦୂରକରି ଠିକ କରିବା ପ୍ରକ୍ରିୟା
ମଇଳା ଛଡ଼େଇବା ବା ଚକ୍‌ଚକ୍‌ କରିବା ପାଇଁ କୌଣସି ବସ୍ତୁକୁ ରଗଡ଼ିବା

Example

ପାଣିନି ଦେବଭାଷାକୁ ସଂଶୋଧନ କରି ସଂସ୍କୃତରୂପ ପ୍ରଦାନ କରିଥିଲେ
ଗାଁଲୋକେ ବାସନକୁସନକୁ ପାଉଁଶ ବା ମାଟିରେ ମାଜନ୍ତି