Home Oriya Odia Dictionary

Download Oriya Odia Dictionary APP

Scrumptious Oriya Odia Meaning

ଭଲ, ମଧୁର, ରୋଚକ, ସୁସ୍ବାଦୁ, ସ୍ବାଦିଷ୍ଟ

Definition

ଯିଏ ଭଲ ବା ଯାହାର ଭଲ ଗୁଣ ଅଛି କିମ୍ବା ଯାହାର କାମଦ୍ୱାରା ଅନ୍ୟର ଭଲ ହୁଏ
ଯାହାର କୌଣସି ରୋଗ ନାହିଁ ବା ଯାହାର ସ୍ୱାସ୍ଥ୍ୟ ଭଲ ଅଛି
ଯାହା ପରିଶୋଧିତ ବା ଯାହାକୁ ପରିଶୁଦ୍ଧ କରାଯାଇଛି
ଯାହା ରୁଚିରେ ଭରା ହୋଇଛି
ଯେଉଁଥିରେ ତେଜ ଅଛି
ଯାହାର ସ୍ୱାଦ

Example

ଦୁନିଆରେ ଭଲ ଲୋକଙ୍କର ଅଭାବ ନାହିଁ
ଏହା ଶୁଦ୍ଧ ସୁବର୍ଣ୍ଣର ବିସ୍କୁଟ
ତାଙ୍କ ପାଖରେ ରୁଚିକର କାହାଣୀ ପୁସ୍ତକଗୁଡ଼ିକର ଭଣ୍ଡାର ଅଛି
ମହାତ୍ମା କହିଲେ କି ଆପଣଙ୍କ ପୁତ୍ର ବହୁତ ତେଜସ୍ୱୀ ହେବ
ଆଜିର ଭୋଜନ