Home Oriya Odia Dictionary

Download Oriya Odia Dictionary APP

Scrunch Oriya Odia Meaning

କଡକଡ, କଡମଡ

Definition

ବିରୋଧ, ଉପଦ୍ରବ, ବିଦ୍ରୋହ ଇତ୍ୟାଦିକୁ ବଳ ପ୍ରୟୋଗଦ୍ୱାରା ଦମନ କରିବା
ଟାଣ ବସ୍ତୁ ଦବିବା ମୋଡ଼ିବାର ଶବ୍ଦ
ବାରମ୍ବାର ଯେପରି ଚାପଦେଲେ କୌଣସି ବସ୍ତୁ ବିକୃତ ହୋଇଯାଏ
ତଳେ ଆସିକରି ବା ଚାପିହୋଇ ବିକୃତ ହେବା
ପାଦତଳେ ଦବି ବା ଦବାହୋଇ ନଷ୍ଟ ହ

Example

ଗଧିଆକୁ ଦେଖି ମେଷପାଳକ ""ବଞ୍ଚାଅ, ବଞ୍ଚାଅ ଗଧିଆ ଆସିଗଲା""ବୋଲି ଚିତ୍କାରକଲା
ଆମେ ନିଜର ଇଚ୍ଛାକୁ ଦମନ କରୁ / ପରାଧୀନ ଭାରତରେ ଇଂରେଜମାନେ ଭାରତୀୟମାନଙ୍କୁ ଦବେଇକି ରଖିଥିଲେ
ଖଟର କଟକଟ ଶବ୍ଦ ଶୁଣି ଜେଜେମା ଉଠି ପଡ଼ିଲେ
ସେ ସାପର ମୁଣ୍ଡକୁ ଦଳୁଛି
ଭଗବାନ ଶ୍ରୀକୃଷ୍ଣ କାଳୀୟନାଗ ମର୍ଦ୍ଦନ କରିଥିଲେ