Home Oriya Odia Dictionary

Download Oriya Odia Dictionary APP

Sculpture Oriya Odia Meaning

ଆକାର ଦେବା, ଗଢିବା, ତିଆରି କରିବା, ନିର୍ମାଣ କରିବା, ବନେଇବା, ରୂପ ପ୍ରଦାନ କରିବା, ଶିଳ୍ପକଳା, ସର୍ଜନା କରିବା

Definition

କାହାରି ଆକୃତିର ଗଢ଼ାଯାଇଥିବା ଅନୁରୂପ ଆକୃତି
କୌଣସି ବସ୍ତୁର ସେହି ବାହ୍ୟ ଏବଂ ଦୃଶ୍ୟ ବିଷୟ ଯେଉଁଥିରୁ ତାହାର ଲମ୍ବା, ଚଉଡ଼ା, ପ୍ରକାର, ସ୍ୱରୂପଆଦିର ଜ୍ଞାନ ମିଳେ
ପଥର କାଟିବା ବା ଛେଲିବାର କାମ

Example

ସେ ଯେକୌଣସି ପ୍ରକାରର ମୂର୍ତ୍ତି ତିଆରି କରିପାରେ
ଦ୍ରବର କୌଣସି ନିଶ୍ଚିତ ଆକୃତି ନାହିଁ
ତାଙ୍କର ପଥରକାଟିବାକୁ ସମସ୍ତେ ତାରିଫ କରନ୍ତି