Home Oriya Odia Dictionary

Download Oriya Odia Dictionary APP

Sea Oriya Odia Meaning

ସମୁଦ୍ର, ସାଗର

Definition

ବଡ଼ ପାଣି କୁଣ୍ଡ
ପୃଥିବୀର ଚାରିପାର୍ଶ୍ୱକୁ ଘେରିରହିଥିବା ଲୁଣାପାଣିର ବିଶାଳରାଶି
କୌଣସି ବିଷୟରେ ଜ୍ଞାନ ବା ଗୁଣ ଆଦିର ବହୁତ ବଡ଼ ଗନ୍ତାଘର
ଯାହାର ମାତ୍ରା, ଆୟତନ ଆଦି ଅନନ୍ତ
ଯାହା ତରଳ ପଦାର୍ଥଥିବା କୌଣସି ପୋଖରୀ ସମାନ

Example

ସମୁଦ୍ର ରତ୍ନର ଖଣି / ବାନରସେନା ସହାୟତାରେ ରାମ ସମୁଦ୍ର ଉପରେ ସେତୁ ନିର୍ମାଣ କରିଥିଲେ
ସନ୍ଥ କବୀର ଜ୍ଞାନର ଭଣ୍ଡାର ଥିଲେ
ସେ ଦୟାର ସାଗର ବୋଲି ଲୋକମାନେ ଜାଣନ୍ତି
ମନୋହର ପ୍ରେମର ସରୋବରରେ ଉବୁଟୁବୁ ହେବାକୁ ଲାଗିଲା