Home Oriya Odia Dictionary

Download Oriya Odia Dictionary APP

Sealed Oriya Odia Meaning

ମୋହରବନ୍ଦୀ, ସିଲବନ୍ଦୀ, ସିଲ୍‌ଡ

Definition

ଅକ୍ଷର, ଚିହ୍ନ, ନାମଆଦିର ଛାପ ନେବା ବା ଏଥିରେ ଚାପଦେଇ ଅଙ୍କିତ କରୁଥିବା ସିଲ୍
ମୋହର ଲଗାଇବା ପରେ ପ୍ରାପ୍ତ ଛାପ ବା ଆକୃତି
ଭୂମି, ଛାତ, କାନ୍ଥ ଆଦିର ଓଦାଳିଆ ଅବସ୍ଥା
ଏକ ସ୍ତନ୍ୟପାୟୀ ସାମୁଦ୍ରିକ ଜୀବ

Example

ପ୍ରଧାନାଚାର୍ଯ୍ୟ ନିଜ ନାଁରେ ଏକ ମୋହର ତିଆରିକଲେ
ସେ କାଗଜ ଉପରେ ଲାଗିଥିବା ମୋହରରେ ଦସ୍ତଖତ କଲେ
ବର୍ଷାଦିନେ କାନ୍ଥରେ ଆର୍ଦ୍ରତା ଆସିଯାଏ
ସମୁଦ୍ର କୂଳରେ ଏକ ସିଲ୍‌ ମରିକି ପଡ଼ିଛି
ଶିଳରେ ଚୁଡ଼ିଗୁଡ଼ିକୁ ଗୋଲ ଏବଂ ସୁଢ଼ଳ କରାଯାଏ