Home Oriya Odia Dictionary

Download Oriya Odia Dictionary APP

Sear Oriya Odia Meaning

ଗମହୋଇଯିବା, ଜଳିଯିବା, ଝାଉଁଳା

Definition

ଯାହାର କାନ୍ତି ମଳିନ ପଡ଼ିଯାଇଛି
ନିଆଁ ଲଗେଇବା
ନିଆଁରେ କୌଣସି ବସ୍ତୁ ବା ପଦାର୍ଥକୁ ଜଳେଇବାରେ ପ୍ରବୃତ୍ତ କରିବା
ସିଝିବାର କାମ କରିବା
ନିଆଁରେ ରଖି ବାଷ୍ପୀୟ ରୂପକୁ ଆଣିବା
କାହାର ମନରେ ସନ୍ତାପ,ଇର୍ଷା ଆଦି ଉତ୍ପନ୍ନ କରିବା
ଦୀପ ଆଦିକୁ ଜଳେଇବା
ଯାହାର ସବୁଜତା ଚାଲିଯାଇଛି
ଯାହା ଶୁଖିଯାଇଛି

Example

ମା’ଙ୍କୁ ଦେଖିଲାପରେ ପୁଅର ମ୍ଳାନ ଚେହେରା ହସି ଉଠିଲା
ଶତ୍ରୁତା କାରଣରୁ ମଙ୍ଗଳ ପଡ଼ୋଶୀଙ୍କ ଘର ଜଳେଇଦେଲା
ଖାଇବା ତିଆରି କରିବା ପାଇଁ ମାଳତୀ ଚୂଲି ଜଳେଇଲା
ରଜନୀ କାଡ଼ା ତିଆରି କରିବାପାଇଁ ପାଣି ଫୁଟାଉଛି
ବଡ଼ ଯା ନୂଆ