Home Oriya Odia Dictionary

Download Oriya Odia Dictionary APP

Search Oriya Odia Meaning

ଖୋଜ, ଖୋଜିବା, ଜାଞ୍ଚ, ତଲାସ, ପତା ଲଗାଇବା

Definition

କୌଣସି ବିଷୟର ଅଭିନବ ଅନୁଶୀଳନ କରି ସେ ସଂପର୍କିତ ନୂତନ ତଥ୍ୟ ଜାଣିବା ପ୍ରକ୍ରିୟା
ଦେଖିବାପାଇଁ ବା ପାଇବାପାଇଁ କୌଣସି ବସ୍ତୁର ଅନ୍ୱେଷଣ କରି ତାହା କେମିତି ଓ କେଉଁଠି ଅଛି ତାକୁ ଜାଣିବା
ଦେଖି କୌଣସି ବ୍ୟକ୍ତି, ବସ୍ତୁ, ସ୍ଥାନ ଇତ୍ୟାଦିକୁ ଖୋଜ

Example

ବୈଜ୍ଞାନିକ ଅନୁସନ୍ଧାନର ଫଳ ହେଉଛି ରୋବଟ୍‌
କଲମ୍ବସ୍‌ ଆମେରିକା ଆବିଷ୍କାର କରିଥିଲେ
ପୋଲିସ ହତ୍ୟାକାରୀକୁ ଖୋଜୁଛନ୍ତି