Home Oriya Odia Dictionary

Download Oriya Odia Dictionary APP

Secretion Oriya Odia Meaning

କ୍ଷରଣ, ନିଷ୍ପର୍ଣ୍ଣ, ନିସୃତ, ରସ, ସ୍ରବଣ, ସ୍ରାବ

Definition

ଧାରରେ ବୋହୁଥିବା ବା ବାହାରୁଥିବା କ୍ରିୟା
ଶାରିରୀକ ପ୍ରକ୍ରିୟା ପାଇଁ କୌଣସି ଗ୍ରନ୍ଥି ବା କୋଶିକାରୁ ସ୍ରାବିତ ହେଉଥିବା ଦ୍ରବ୍ୟ

Example

ଘାଆରୁ ପୂଜ ସ୍ରାବ ହେଉଛି
ଲାଳ, ହର୍ମୋନ୍ ଆଦି ହେଉଛନ୍ତି ରସ