Home Oriya Odia Dictionary

Download Oriya Odia Dictionary APP

Secured Oriya Odia Meaning

ଅନୁବଦ୍ଧ, ଅନୁବଂଧିତ , ଅରଗଳୀୟ

Definition

ଯାହା ସମ୍ବନ୍ଧରେ କୌଣସି ଚୁକ୍ତି ବା ବୁଝାମଣା ହୋଇଛି
ଯାହା ବନ୍ଧା ହୋଇଛି
ଯାହାଙ୍କ ରକ୍ଷା କରାଯାଇଛି
ଯାହାର ଭଲ ଭାବରେ ରକ୍ଷା କରାଯାଇଥାଏ
ଯେ ଏଭଳି ସ୍ଥିତିରେ ଥାଏ ଯେପରିକି ତାର କୌଣସି ହାନି ହେବ ନାହିଁ
ଅର୍ଗଳ ସହ ସମ୍ବନ୍ଧିତ

Example

ଅନୁବଂଧିତ କାର୍ଯ୍ୟକୁ ଶୀଘ୍ର କରାଯିବା ଆବଶ୍ୟକ
ତୁଳସୀଦାସ ରାମଚରିତ ମାନସରେ ଦୋହା-ଚୌପାଇର ରଚନା ଆବଦ୍ଧ ଛନ୍ଦରେ କରିଛନ୍ତି
ସେନାଦ୍ୱାରା ରାଷ୍ଟ୍ରର ସୀମା ଭଲଭାବେ ରକ୍ଷିତ
ଆପଣଙ୍କ ପୁଅ ମୋ ପାଖରେ ସୁରକ୍ଷିତ
ଅନ୍ଧାର ହେବା