Home Oriya Odia Dictionary

Download Oriya Odia Dictionary APP

Sedan Oriya Odia Meaning

ପାଲିଙ୍କି, ଶିବିକା

Definition

ଏକ ପ୍ରକାର ସବାରୀ ଯାହା ବେହେରାମାନେ କାନ୍ଧରେ ବୋହିକରି ନିଅନ୍ତି
ବଡ ସିନ୍ଦୁକ ପରି ଦୋଳିଠୁ ଟିକେ ଭିନ୍ନ ଏକ ପ୍ରକାରର ସବାରୀ ଯାହାକୁ ସବାରିଆ କାନ୍ଧରେ ବୋହିକରି ନିଅନ୍ତି

Example

କନ୍ୟା ସବାରୀରେ ବସିଛି
ରାଜା ପାଲିଙ୍କିରେ ବସି ନଗର ଭ୍ରମଣ କରିବାକୁ ବାହାରିଲେ
ମା ଆଜି ଖାଇବା ନିମନ୍ତେ ପାଳଙ୍ଗ ତରକାରି ଏବଂ ରୁଟି ତିଆରି କରିଛନ୍ତି
ବର ପାଲିଙ୍କିରେ ବସିଥିଲା