Home Oriya Odia Dictionary

Download Oriya Odia Dictionary APP

Sedition Oriya Odia Meaning

ରାଜଦ୍ରୋହ

Definition

ଯେଉଁ ଭୀଷଣ ଉପଦ୍ରବର ଉଦ୍ଦେଶ୍ୟ ରାଜ୍ୟ ପ୍ରତି ଅନିଷ୍ଟ କରିବା ଓ କ୍ଷତି ଘଟାଇବା
ରାଜା,ରାଜ୍ୟ ବା ଦେଶ ପ୍ରତି ଦ୍ରୋହ

Example

ମଙ୍ଗଳ ପାଣ୍ଡେଙ୍କ ଇଂରେଜମାନଙ୍କ ବିରୋଧରେ ଥିବା ବିଦ୍ରୋହ ବହୁତ ଦୃଢ଼ ଥିଲା
ଅଧିକାଂଶ ରାଜାମାନଙ୍କ ପତନର କାରଣ ରାଜଦ୍ରୋହ