Home Oriya Odia Dictionary

Download Oriya Odia Dictionary APP

See Oriya Odia Meaning

ଏକତ୍ର ହେବା, ଦର୍ଶନ କରିବା, ଦେଖାକରିବା, ଦେଖାହେବା, ଦେଖିବା, ପାଇବା, ଭେଟିବା, ଭୋଗିବା, ମିଶିବା, ସଙ୍ଗୀହେବା, ସମୀକ୍ଷା କରିବା, ସଂସର୍ଗରେ ରହିବା, ସାକ୍ଷାତ କରିବା

Definition

କୌଣସି ଅପ୍ରୀତିକର ବସ୍ତୁ, ବ୍ୟକ୍ତି, ବା ସ୍ଥିତିକୁ ନ ଚାହିଲେବି ସ୍ୱୀକାର କରିବା
କାହାରିଦ୍ୱାରା ଅପମାନିତ ହୋଇ ମଧ୍ୟ ତାହାର ପ୍ରତିକାର ନ କରିବା
ଦେଖି କୌଣସି ବ୍ୟକ୍ତି, ବସ୍ତୁ, ସ୍ଥାନ ଇତ୍ୟାଦିକୁ ଖୋଜିବା
ଆଖିରେ କୌଣସି ବ୍ୟକ୍ତି କିମ୍ବା ପଦାର୍ଥ ଆଦିର

Example

ଏହି ଛୋଟ କାମ୍‌ ଜରିଆରେ ମୁଁ ତାକୁ ପରୀକ୍ଷା କରୁଛି କି ସେ ମୋ କାମପାଇଁ ଯୋଗ୍ୟ କି ନୁହେଁ
ଶ୍ୟାମ ଧ୍ୟାନପୂର୍ବକ ମହାତ୍ମା ଗାନ୍ଧୀଙ୍କ ଫଟୋକୁ ଦେଖୁଥିଲେ
ସେ ସହରରେ ନିଜ ବନ୍ଧୁବାନ୍ଧବଙ୍କୁ ଭେଟିଲେ
ବହୁତ ବୁଝାଇଲା ପରେ ମଧ୍ୟ ସେ ଏହି ପ୍ରଶ୍ନକୁ ବୁଝିପାରି