Home Oriya Odia Dictionary

Download Oriya Odia Dictionary APP

Selected Oriya Odia Meaning

ଚୟନୀୟ, ନିର୍ବାଚିତ, ମନୋନିତ

Definition

ଯାହାଙ୍କୁ ବଛା ଯାଇଛି
ଯାହାକୁ ନିର୍ବାଚନ କରାଯାଇଛି
ବଚ୍ଛା ହୋଇଥିବା

Example

ଏହି ପୁରସ୍କାରପାଇଁ ନିର୍ବାଚିତ ପୁସ୍ତକର ଲେଖକ ହେଉଛନ୍ତି ନିରାଲା ମହୋଦୟ
ଲୋକମାନେ ନିର୍ବାଚିତ ପ୍ରତିନିଧିଙ୍କୁ ଅଭିନନ୍ଦନ ଜଣାଉଛନ୍ତି
ମନୋନୀତ ସଦସ୍ୟମାନଙ୍କୁ ପୁରସ୍କାର ଦିଆଯିବ