Home Oriya Odia Dictionary

Download Oriya Odia Dictionary APP

Selection Oriya Odia Meaning

ଚୟନ, ପସନ୍ଦ

Definition

ବାଛିବା କାମ
କୌଣସି କାମପାଇଁ ଅନେକଙ୍କ ଭିତରୁ ଜଣଙ୍କୁ କିମ୍ବା କେତେକଙ୍କୁ ପ୍ରତିନିଧି ରୂପରେ ନିର୍ବାଚନ କରିବା
କୌଣସି ଜିନିଷ ଏକାଠିକରି ରଖିବା କାର୍ଯ୍ୟ
କୌଣସି ବସ୍ତୁଆଦିର ସଂଗ୍ରହ
ଯେଉଁ ପୁସ୍ତକରେ ସାହିତ୍ୟଆଦିର ଗୋଟିଏ ଶ୍ରେଣୀ

Example

ଆଗାମୀ ଲୋକସଭା ନିର୍ବାଚନର କାର୍ଯ୍ୟକ୍ରମ ଆରମ୍ଭ ହୋଇଗଲା
କପିଳ ଐତିହାସିକ ସାମଗ୍ରୀକୁ ସଂଗ୍ରହ କରୁଛି
ତାଙ୍କ ପାଖରେ ସେହି ପୁସ୍ତକଗୁଡ଼ିକର ସଙ୍କଳନ ଅଛି
କଳ୍ପଲତା ହଜାରୀ ପ୍ରସାଦ ଦ୍ୱିବେଦୀଙ୍କ ନିବନ୍ଧ ସଙ୍କଳନ
କୃଷକଟି ମାଲିକ-ଚାଷୀ