Home Oriya Odia Dictionary

Download Oriya Odia Dictionary APP

Self-denial Oriya Odia Meaning

ଆତ୍ମତ୍ୟାଗ, ଆତ୍ମଦାନ, ଆତ୍ମବଳି, ଆତ୍ମାନୁଶାସନ, ଆତ୍ମୋତ୍ସର୍ଗ, ସ୍ୱାନୁଶାସନ

Definition

କୌଣସି ଭଲକାମପାଇଁ କିମ୍ବା ଅନ୍ୟପାଇଁ ନିଜର ସୁଖ, ଲାଭ ଇତ୍ୟାଦି ଛାଡ଼ିବା କାର୍ଯ୍ୟ

Example

ଦଧିଚୀ ଦେବ କଲ୍ୟାଣପାଇଁ ଆତ୍ମଦାନ କରି ମୃତ୍ୟୁକୁ ବରଣ କଲେ