Home Oriya Odia Dictionary

Download Oriya Odia Dictionary APP

Self-renunciation Oriya Odia Meaning

ଆତ୍ମତ୍ୟାଗ, ଆତ୍ମଦାନ, ଆତ୍ମବଳି, ଆତ୍ମୋତ୍ସର୍ଗ

Definition

କୌଣସି କାମପାଇଁ ନିଜକୁ ବଳିଦାନ ଦେବାର ପ୍ରକ୍ରିୟା

Example

ଭାରତକୁ ସ୍ୱାଧୀନ କରିବାପାଇଁ ଅନେକ ସଂଗ୍ରାମୀଙ୍କୁ ଆତ୍ମବଳୀ ଦେବାକୁ ପଡ଼ିଥିଲା