Home Oriya Odia Dictionary

Download Oriya Odia Dictionary APP

Sensitive Oriya Odia Meaning

କୋମଳମନସ୍କ, ସଂବେଦନଶୀଳ

Definition

ଯାହାର ଅଙ୍ଗ କୋମଳ
ଅନ୍ୟମାନଙ୍କର ଦୁଃଖଆଦିରେ ପ୍ରଭାବିତ ହେବା
ଯାହା ଦୃଢ଼ ବା ଟାଣୁଆ ନୁହେଁ
ଯାହା ସୁଗମତା ସହିତ ଗ୍ରହଣ କରାଯାଇପାରିବ
ଯେ ସୁଗମତା ସହିତ ଗ୍ରହଣ କରେ

Example

ସୁକୁମାର ରାମ ଶିବଙ୍କ ଧନୁକୁ ଭାଙ୍ଗିଦେଲେ
ରାମ ବହୁତ ସଂବେଦନଶୀଳ
ତାର ହାତ ବହୁତ ନରମ
ଏହି ଲେଖା ସୁଗ୍ରାହ୍ୟ
ମଂଜୁଳା ଗଣିତରେ ସୁଗ୍ରାହୀ ଛାତ୍ରମାନଙ୍କ ମଧ୍ୟରେ ଜଣେ