Home Oriya Odia Dictionary

Download Oriya Odia Dictionary APP

Separated Oriya Odia Meaning

ପୃଥକ୍, ବିଚ୍ଛିନ୍ନ, ସ୍ବତନ୍ତ୍ର

Definition

ଯାହା ସାଦୃଶ୍ୟରୂପୀ ନୁହେଁ
ଯାହାଙ୍କର ସୀମା ନିର୍ଦ୍ଧାରିତ କରିଦିଆଯାଇଛି ବା ଅଙ୍କିତ କରିଦିଆଯାଇଛି
ଅଲଗା ମତ ବା ଅନ୍ତର ହେବା
ଯାହାର ବିଭାଜନ ହୋଇଛି
ଯିଏ ହାରିଯାଇଛନ୍ତି
ଯାହା ସଦୃଶ ନୁହେଁ ବା ଜଣେ ଅନ୍ୟଠାରୁ ଭିନ୍ନ
ଯାହା

Example

ଏହି ମନ୍ଦିରରେ ଶିବଙ୍କର ଭିନ୍ନରୂପୀ ପ୍ରତିମା ଅଛି
ଏହି ସୀମାଙ୍କିତ କ୍ଷେତ୍ରର ଭିତରେ ପ୍ରବେଶ ନିଷିଦ୍ଧ
ଦୂରେଇ ଛିଡ଼ା ହୁଅ
ଗଙ୍ଗା ନଦୀ ବିହାରକୁ ଉତ୍ତର ଓ ଦକ୍ଷିଣ ଏଭଳି