Home Oriya Odia Dictionary

Download Oriya Odia Dictionary APP

Septic Oriya Odia Meaning

ସଂକ୍ରମିତ

Definition

ଜୀବଦ୍ୱାରା ଉତ୍ସର୍ଜିତ ପଦାର୍ଥ ଯାହା ତାହାର ମଳଦ୍ୱାର ଦେଇ ବାହାରିଯାଏ
ପୂଜରେ ଭରା
ଯାହା ବିଷରେ ପରିପୂର୍ଣ୍ଣ
ଯାହାର ପ୍ରଭାବ ବିଷ ପରି
ଯାହାଦ୍ୱାରା ସଂକ୍ରମଣ ହୋଇଛି

Example

ଘୁଷୁରି ମଳ ମଧ୍ୟ ଖାଏ
ପୂଜେଇଥିବା ବଥକୁ ପ୍ରତିଦିନ ସଫା କରିବା ଆବଶ୍ୟକ
ବିଷାକ୍ତ ଖାଦ୍ୟଖାଇ ଚାରିଜଣ ଲୋକଙ୍କର ମୃତ୍ୟୁ ହେଲା
ତାଙ୍କ ମୃତ୍ୟୁ ବିଷାକ୍ତ ଔଷଧ ସେବନଦ୍ୱାରା ହୋଇଥିଲା
ଏଡ୍ସଦ୍ୱାରା