Home Oriya Odia Dictionary

Download Oriya Odia Dictionary APP

Sequence Oriya Odia Meaning

ଅନୁକ୍ରମ, ଅନୁକ୍ରମଣିକା, କ୍ରମ, ଶୃଙ୍ଖଳା

Definition

ବସ୍ତୁ, କାମ ବା ଘଟଣାଆଦିର କ୍ରମରେ ଆଗପଛ ହେବାର ଅବସ୍ଥା ବା ଭାବ
ଉପରୁ ତଳ କ୍ରମରେ

Example

ନିଜ ମଧ୍ୟରେ ଚିଠି ଆଦାନ ପ୍ରଦାନର କ୍ରମ ଭାଙ୍ଗିବା ଉଚିତ ନୁହେଁ
ଅପା ମୋତେ ଶହେରୁ ଏକ ପର୍ଯ୍ୟନ୍ତ ଅନୁଲୋମ ଲେଖାଉଛି