Home Oriya Odia Dictionary

Download Oriya Odia Dictionary APP

Serial Oriya Odia Meaning

କ୍ରମାଗତ, ଧାରାବାହିକ, ସିରିୟଲ

Definition

ଯାହା କ୍ରମରେ ଅଛି ବା ଯେଉଁଥିରେ କ୍ରମ ରହିଛି
ଯାହା ପରମ୍ପରାରେ ଚାଲି ଆସିଛି
ବସ୍ତୁ, କାମ ବା ଘଟଣାଆଦିର କ୍ରମରେ ଆଗପଛ ହେବାର ଅବସ୍ଥା ବା ଭାବ
ନିରନ୍ତର ହେଉଥିବା
ଯାହା ନ ଅଟକି ଏକ ସୂତ୍ରରେ ଧାରାବାହିକ ରୂପେ ଚାଲୁଥାଏ
ଟିଭି,ରେଡ଼ିଓ ଆଦି ମାଧ୍ୟମରେ

Example

ପୃଥିବୀ ଉପରେ ଜୀବମାନଙ୍କର କ୍ରମିକ ବିକାଶ ହୋଇଛି
ସେ ବିବାହ ଅବସରରେ ପାରମ୍ପରିକ ବେଶଭୂଷାରେ ବହୁତ ସୁନ୍ଦର ଦେଖା ଯାଉଥିଲା
ନିଜ ମଧ୍ୟରେ ଚିଠି ଆଦାନ ପ୍ରଦାନର କ୍ରମ ଭାଙ୍ଗିବା