Home Oriya Odia Dictionary

Download Oriya Odia Dictionary APP

Sermon Oriya Odia Meaning

ଧର୍ମ ଉପଦେଶ

Definition

ହିତ କାମ ବତାଇବା, ଭଲ କଥା ବା ଭଲ କାମ କରିବାପାଇଁ କହିବା କାର୍ଯ୍ୟ
ଧର୍ମ ସମ୍ବନ୍ଧୀୟ ଉପଦେଶ

Example

ଗୀତାରେ ଭଗବାନ କୃଷ୍ଣଙ୍କଦ୍ୱାରା ଦିଆଯାଇଥିବା ଉପଦେଶ ସମଗ୍ର ମାନବ ସମାଜ ନିମନ୍ତେ କଲ୍ୟାଣକାରୀ
ସେ ଧର୍ମ ଉପଦେଶ ଶୁଣି ଚୋରି କରିବ ନାହିଁ ବୋଲି ପ୍ରତିଜ୍ଞା କଲା