Home Oriya Odia Dictionary

Download Oriya Odia Dictionary APP

Serpentine Oriya Odia Meaning

ସର୍ପିଳ

Definition

ଯେ କପଟରେ ଭରା ବା ଯେଉଁଥିରେ କପଟ ଅଛି
ଯାହା କୂଟତାରେ ଭରା ବା ଯାହା ବହୁତ କଠିନ
ଯିଏ ସମାନାନ୍ତର ବା ସିଧା ନୁହେଁ
ଯାହା ମଝିରୁ ଏପାଖ ସେପାଖ ଝୁଙ୍କିଛି ବା ବୁଲିପଡ଼ିଛି
ସାପ ଚାଲି ଭଳି ଅଙ୍କାବଙ୍କା
ସାପଭଳି କୁଣ୍ଡଳୀ ମାରି
ସମାନାନ୍ତର ବା ସିଧା ନୁହେଁ

Example

ଯୁଧିଷ୍ଠିର ଯକ୍ଷଙ୍କ କୂଟ ପ୍ରଶ୍ନର ଉତ୍ତର ଦେଇ ନିଜ ଭାଇମାନଙ୍କୁ ବଞ୍ଚାଇଲେ
ସର୍ପିଳ ବନ୍ଧନୀର ପ୍ରୟୋଗ ଅଧିକାଂଶ ବୀଜ ଗଣିତରେ ହୋଇଥାଏ
କିଛି ମଶା ଘଉଡ଼ାଇବା ଧୂପ ସର୍ପିଳ ଆକାରର ହୋଇଥାଏ