Home Oriya Odia Dictionary

Download Oriya Odia Dictionary APP

Serve Oriya Odia Meaning

ପରଷିବା, ପରିଚର୍ଯ୍ୟା କରିବା, ବାଢିବା, ସେବାକରିବା

Definition

ଥାଳି ବା ପତରରେ ଖାଦ୍ୟ ବାଢ଼ିବା ବା ବାହାରକରିବା କ୍ରିୟା
କୌଣସି କାର୍ଯ୍ୟ ବା ବସ୍ତୁ ଶେଷ କରିବା
ଖାଇବାପାଇଁ କାହାରି ଆଗରେ ଖାଦ୍ୟପଦାର୍ଥ ରଖିବା
ଡେଇଁ କି ଏପାଖରୁ ସେ ପାଖକୁ ଯିବା
ଏ ପାରିରୁ ଆର ପାରିକୁ ଯିବା
ଫାନ୍ଦରେ ପକାଇବା
ସେବା କରିବା
ଥାଳି ବା ଖଲିରେ ଖାଦ୍ୟଦେବା

Example

ତାକୁ ଖାଦ୍ୟ ପରଷିବା ଆସେନାହିଁ / ମହାତ୍ମାଙ୍କୁ ଖାଦ୍ୟ ବାଢ଼ିବା ପରେ ସେ ପଙ୍ଖା କଲେ
ମାଆ ରାମକୁ ଖାଦ୍ୟ ପରଷୁଛନ୍ତି
ପିଲାମାନେ ବିଦ୍ୟାଳୟକୁ ଯିବା ପାଇଁ ଏକ ନାଳ ପାରିହେଉଛନ୍ତି
କଏଦୀ ଜେଲର କାନ୍ଥ ଲଙ୍ଘି ଗଲା