Home Oriya Odia Dictionary

Download Oriya Odia Dictionary APP

Session Oriya Odia Meaning

ଅଧିବେଶନ, ବୈଠକ

Definition

କୌଣସି ବିଶେଷ ବିଷୟ ଉପରେ ଚର୍ଚ୍ଚା କରିବା ନିମନ୍ତେ ଆୟୋଜିତ କରାଯାଇଥିବା ବୈଠକ
ବାରମ୍ବାର ଉଠବସ ହେଉଥିବା ଏକପ୍ରକାର କସରତ
ଯୋଗର ଆସନ
ନିରନ୍ତର କିଛି ଦିନ ପର୍ଯ୍ୟନ୍ତ ହେଉଥିବା ସଂସଦ ଆଦିର ଏକ ବୈଠକ
ଘରର

Example

କୃଷକମାନଙ୍କ ରାଷ୍ଟ୍ରୀୟ ଅଧିବେଶନରେ କୃଷକ ସମ୍ବନ୍ଧୀୟ ସମସ୍ୟା ଉପରେ ବିଚାର-ବିମର୍ଶ କରାଗଲା
ପହେଲମାନ ସକାଳୁସକାଳୁ ଦଣ୍ଡ ବୈଠକ ମାରନ୍ତି
ଯୋଗାସନରେ ବହୁତ ରୋଗ ନିବାରଣ ହୋଇଥାଏ
ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି