Home Oriya Odia Dictionary

Download Oriya Odia Dictionary APP

Set Forth Oriya Odia Meaning

ଚାଲିବା, ଛାଡିବା, ପ୍ରସ୍ଥାନ କରିବା

Definition

ଚଳୁଥିବା ବସ୍ତୁଆଦି ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଯିବାପାଇଁ ଆରମ୍ଭ ହେବା
କୌଣସି ପ୍ରାଣୀ, ବସ୍ତୁ ଆଦି ଏକ ସ୍ଥାନରୁ ଅନ୍ୟ ସ୍ଥାନରେ ପହଞ୍ଚିବା ପାଇଁ ଯାତ୍ରାକରିବା

Example

ଏହି ଟ୍ରେନ ଦଶଟାରେ ବାରଣାସୀପାଇଁ ପ୍ରସ୍ଥାନ କରିବ
ମନ୍ତ୍ରୀ ମହୋଦୟ ଏବେ ଏଠାରୁ ପ୍ରସ୍ଥାନ କରିବେ