Home Oriya Odia Dictionary

Download Oriya Odia Dictionary APP

Settled Oriya Odia Meaning

ଅବସ୍ଥିତ, ଆବାଦ, ଆବାସିତ, ନିର୍ଣ୍ଣିତ, ବ୍ୟବସ୍ଥିତ, ସମାପିତ, ସ୍ଥିତ, ସ୍ଥିରୀକୃତ

Definition

ଯାହା ପ୍ରବାହିତ ହେଇନାହିଁ
ଯାହାର ସମାଧାନ ହୋଇଯାଇଛି
କୌଣସି ପ୍ରକାରର ବ୍ୟବସ୍ଥା ବା ନିୟମ ସହ ଯୁକ୍ତ
ଯାହା ସବୁଜ ବୃକ୍ଷଲତାରେ ପରିପୂର୍ଣ୍ଣ
ଯାହା ଶୁଖିଲା ଓ ମୁରୁକୁଟା ନୁହେଁ
ଯେଉଁଠାରେ ଘର ଅଛି ବା ଯେଉଁଠାରେ କେହି ରହନ୍ତି
ଫୁଲର ବଗିଚା
ଯିଏ ଚଞ୍ଚଳ ନୁହେଁ

Example

ଅପ୍ରବାହିତ ଜଳରେ ବହୁତ ପ୍ରକାର ରୋଗ ଜୀବାଣୁ ମିଳନ୍ତି
ସମାଧାନ ହୋଇଥିବା ମାମଲା ଉପରେ ଆଉ ଆଲୋଚନା କରନାହିଁ
ସେ କୋଠରୀରେ ସଜାଡ଼ିକି ରଖାଯାଇଥିବା ଜିନିଷଗୁଡ଼ିକୁ ଛିନଛତ୍ର କରିଦେଲା
ଜନସଂଖ୍ୟା ବଢ଼ିଚାଲିଲା ଏବଂ ଲୋକେ ସବୁଜ