Home Oriya Odia Dictionary

Download Oriya Odia Dictionary APP

Sewing Oriya Odia Meaning

ସିଲେଇ

Definition

ସିଲେଇ କରିବା ପ୍ରକ୍ରିୟା
ସିଲେଇ କରିବାପାଇଁ ଦିଆଯାଉଥିବା ମଜୁରୀ
ସିଲେଇ କରିବାବେଳେ ହେଉଥିବା ଯୋଡ଼

Example

ଗୀତା ସିଲେଇ ଶିଖୁଛି
ଦର୍ଜି ସାଲୱାର ଏବଂ କମିଜ ସିଲେଇମଜୁରୀ ଅଶୀ ଟଙ୍କା ମାଗୁଛି
ଏହି କନାର ସିଲେଇ ବହୁତ ମଝବୁତ ହୋଇଛି