Home Oriya Odia Dictionary

Download Oriya Odia Dictionary APP

Sextuple Oriya Odia Meaning

ଛଗୁଣ

Definition

କୌଣସି ଜିନିଷର ପରିମାଣର ଆଉ ପାଞ୍ଚଗୁଣ ଅଧିକ
କୌଣସି ବସ୍ତୁ ଆଦିର ମାତ୍ରାରୁ ତାର ପାଞ୍ଚ ଗୁଣା ଆହୁରି ଅଧିକ ମାତ୍ରା
ଯେତିକି ଅଛି ତାଠାରୁ ଆଉ ସେତିକି ପାଞ୍ଚଗୁଣ ଅଧିକ

Example

ଦୋକାନୀ ଏହି ଜିନିଷ ପାଇଁ ମୋ ଠାରୁ ଛଗୁଣା ଦାମ ନେଲା
ଛଅର ଛଅଗୁଣା ଛତିଶ
ତା କ୍ଷମତା ପୂର୍ବାପେକ୍ଷା ଛଅଗୁଣ ବଢ଼ିଛି