Home Oriya Odia Dictionary

Download Oriya Odia Dictionary APP

Shave Oriya Odia Meaning

ଉଡେଇବା, ନଣ୍ଡାହେବା, ମୁଣ୍ଡନ କରେଇବା, ଲଣ୍ଡା ହେବା

Definition

ହିନ୍ଦୁମାନଙ୍କର ଷୋହଳ ସଂସ୍କାର ମଧ୍ୟରୁ ଗୋଟିଏ ଯେଉଁଥିରେ ବାଳକର ମୁଣ୍ଡ ଲଣ୍ଡା କରାଯାଏ
ଠକି ଦେଇ ଜିନିଷ ନେଇ ଯିବା
ଖୁରଦ୍ୱାରା ମୁଣ୍ଡରୁ କେଶ ଅଲଗା କରିବା ପ୍ରକ୍ରିୟା
ଚୋପା ବା

Example

ମୋ ପୁତୁରାର ବାଳପକା ସଂସ୍କାର ଆଜି ଶାରଳା ଦେବୀଙ୍କ ମନ୍ଦିରରେ ସମ୍ପନ୍ନ ହେଲା
ସେ ଲୋକଙ୍କୁ ଠକେ
ସେ ଘରୁ ବିଦ୍ୟାଳୟ ଆଡ଼କୁ ବାହାରିଲା କିନ୍ତୁ ଗାଡ଼ିଆଆଡ଼କୁ ମୋଡ଼ିଗଲା
ଆମ ଜେଜେ ପ୍ରତ୍ୟେକ ପିତୃପକ୍ଷରେ ଲଣ୍ଡା ହୁଅନ୍ତି
କୃଷକ ବିଲରେ ଆଖୁ ଛେଲୁ