Home Oriya Odia Dictionary

Download Oriya Odia Dictionary APP

Sheet Oriya Odia Meaning

ଫର୍ଦ୍ଦ

Definition

ଘାସ, ବାଉଁଶଆଦି ପଚାଇ ତିଆରି କରାଯାଉଥିବା ଏହି ପତଳା ପତ୍ର ଯାହାଉପରେ ଚିତ୍ର, ଅକ୍ଷରଆଦି ଲେଖାଯାଏ ବା ଛପାଯାଏ
ବିଛେଇବା ବା ଘୋଡ଼ିହେବାପାଇଁ ଲମ୍ବା ଚଉଡ଼ା ଲୁଗା
ସୂତା, ଛଣଆଦିକୁ ବଳି ତିଆରିକରାଯାଉଥିବା ଲମ୍ବା ବସ୍ତୁ ଯାହା ବିଶେଷ କରି ବାନ୍ଧିବା କାର୍

Example

ସେ ସାଧା କାଗଜ ଉପରେ ମୋର ଦସ୍ତଖତ ନେଲେ
ସେ ବଜାରରୁ ଏକ ନୂଆ ଚାଦର କିଣିଲା
ଗାଁବାଲା ଚୋରକୁ ଦଉଡ଼ିରେ ବାନ୍ଧିଦେଲେ
ଭାରତର ବିସ୍ତାର ହିମାଳୟରୁ କନ୍ୟାକୁମାରୀ ପର୍ଯ୍ୟନ୍ତ
ସେ ବଗିଚାରେ ପଡ଼ିଥିବା ଶୁଖିଲା ପତ୍ର ଏକତ୍ର କରୁଛି
ଠିକ୍‌