Home Oriya Odia Dictionary

Download Oriya Odia Dictionary APP

Shelter Oriya Odia Meaning

ଆଶ୍ରୟ ଦେବା, ଶରଣ ଦେବା

Definition

ପାଚେରୀଦ୍ୱାରା ଘେରାଯାଇ ଛାଉଁଣି କରାଯାଇଥିବା ସ୍ଥାନ ଯାହା ରହିବାପାଇଁ ଉଦ୍ଦିଷ୍ଟ
ଯାହା ଉପରେ କୌଣସି ଅନ୍ୟ ଏକ ଜିନିଷ ଠିଆହୋଇ ବା ତିଷ୍ଠି ରହିଥାଏ
ଜୀବନ ନିର୍ବାହର ଆଧାର
ରକ୍ଷା ପାଇବା ସ୍ଥାନ
ଭଲଭାବରେ କରାଯାଉଥିବା ରକ୍ଷା
ସାମନା

Example

କୌଣସି ଜିନିଷର ମୂଳଦୁଆ ମଜବୁତ୍‌ ହେବା ଦରକାର
ପିଲାମାନେ ବାର୍ଦ୍ଧକ୍ୟରେ ମା’-ବାପାଙ୍କର ସାହାରା ହୋଇଥାନ୍ତି
ଅପରାଧୀମାନଙ୍କୁ ଆଶ୍ରୟ ଦେବା ମଧ୍ୟ ଅପରାଧ
ଯେଉଁ ବୀରମାନେ ଦେଶର ସୁରକ୍ଷାପାଇଁ ସୀମାରେ ନିଯୁକ୍ତ, ସେ ଦେଶ ସେହି ବୀରମାନଙ୍କ ପ୍ରତି କୃତଜ୍ଞ
ରାମ ବାଳୀକୁ ଗଛ ଆଢ଼ୁଆଳରୁ ମାରିଲେ
ବିପଦରେ ସେ